ଅପରାଧରାଜ୍ୟ

ରାଜଧାନୀରୁ ଗଞ୍ଜେଇ ଓ ସିଗାରେଟ୍ ଜବତ

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧ :ଭୁବନେଶ୍ୱର ସ୍ଥିତ ବାପୁଜୀନଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି । କେଦାରପଲି ବସ୍ତିରେ ଭୁବନେଶ୍ୱର ଅବକାରୀ ବିଭାଗର ଚଢାଉ ବେଳେ ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଥିବା ଜଣାପଡିଛି । ଅଭିଯୋଗରେ ଟୁନା ନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।

Show More
Back to top button