ନ୍ୟୁଜ୍

ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌ ।

ସତ୍ୟଶିଖା :୨୧/୦୬/୨୦୨୫: ଓମ୍‌ଫେଡ୍‌ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍‌ ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ବାକି ଓମ୍‌ଫେଡ୍‌ ଗୋଲ୍ଟ ମିଲ୍କ ଲିଟର୍‌ ପିଛା ୫୨ ଥିଲା । ଏବେ ଏହା ବଢି ୫୬ ଟଙ୍କା ହୋଇଛି । ସେହିପରି ଓମ୍‌ଫେଡ୍‌ ଟନ୍‌ଡ୍‌ ମିଲ୍‌କ ଲିଟର ପିଛା ୪୬ ଟଙ୍କା ଥିଲା । ଆଉ ବର୍ଦ୍ଧିତ ଦର ପରେ ୫୦ଟଙ୍କାରେ ପହଞ୍ଚିଛି ।

Show More
Back to top button