ନ୍ୟୁଜ୍ରାଜ୍ୟ

ଆଜି ସଂଧ୍ୟା ସାଢ଼େ ୭ଟାରେ କ୍ୟାବିନେଟ ବୈଠକ

ସତ୍ୟଶିଖା(ଭୁବନେଶ୍ୱର)୨୯.୧୧.୨୦୨୨:  ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି । ସଂଧ୍ୟା ସାଢ଼େ ୭ଟାରେ ଏହି ବୈଠକ ବସିବାକୁ ଥିବା ବେଳେ, ଏଥିରେ ବିଭାଗୀୟ ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ରହିବେ । ସୂଚନା ମୁତାବକ ଏହି କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗ ଉପରେ ମୋହର ମାରିପାରନ୍ତି ।

Show More
Back to top button