ସତ୍ୟଶିଖା (ହାଥରସ) ୨୧/୧୦/୨୦୨୦ : ଗାଜିଆବାଦରେ ହାଥରସ କାଣ୍ଡରେ ମର୍ମାହତ ବାଲ୍ମିକୀ ସମ୍ପ୍ରଦାୟର ୫୦ ପରିବାରର ୨୩୬ ଜଣ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ଏ ଘଟଣା ଗାଜିଆବାଦର କରହେଡା ଇଲାକାର । ଅକ୍ଟୋବର ୧୪ରେ ବାଲ୍ମିକୀ ସମ୍ପ୍ରଦାୟର ୨୩୬ ଜଣ ଏକଜୁଟ ହେଲେ ରାଜରତ୍ନ ଆମ୍ବେଦକରଙ୍କ ଉପସ୍ଥିତିରେ ବୌଦ୍ଧ ଦୀକ୍ଷା ନେଇଛନ୍ତି ।
ନେଲେ ବୌଦ୍ଧ ଦୀକ୍ଷା ଦଳିତ ପରିବାର ବଦଳାଇଲେ ଧର୍ମ
