ସତ୍ୟଶିଖା (ଶ୍ରୀନଗର) ୫/୧୧/୨୦୨୦ : ଜମ୍ମୁ ସୀମାନ୍ତ ଚାଢକା ସ୍ଥିତ ଏକ ଜମିରେ ମିଳିଛି ସୁଡଙ୍ଗର ସନ୍ଧାନ । ଏହି ସୁଡଙ୍ଗ ପାକିସ୍ତାନ ପଟୁ ନିର୍ମିତ ହୋଇଛି କି ଏହା କୌଣସି ବୋରଓ୍ବେଲ ପୋଲିସ ଏବଂ ବିଏସଏଫ ତାର ଯାଞ୍ଚ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସୀମାନ୍ତରେ ତାରଜାଲି ନିକଟରେ କାହା ଅନୁମତିରେ କିଏ ବୋରଓ୍ବେଲ ଖୋଳିଛି । କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଉଛି ଯେ, କେବେ ଜମ୍ମୁ ସୀମାକୁ ପାକ୍ ସୁଡଙ୍ଗରୁ ମୁକ୍ତି ମିଳିବ ।
ଜାମ୍ମୁ କଂଶ୍ମିର ରେ B.S.F ଯବାନ ମାନେ ସୁଡ଼ଙ୍ଗ ପାଇଲେ
