ସତ୍ୟଶିଖା (ପୁରୀ) ୦୯/୧୧/୨୦୨୦ : ପୁରୀ ପୋଲିସ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ । ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୁମ୍ଭାରପଡା ଥାନା ପୋଲିସ । ଏହା ସହ ଗୋଟିଏ କାର ଓ ବାଇକ ମଧ୍ୟ ଜବତ ହୋଇଛି ।
ବ୍ରାଉନ ସୁଗାର ବେପାରୀ ପୋଲିସ ଗିରଫରେ