ବ୍ରାଉନ୍‌ ବ୍ରେଡ ବନାମ ହ୍ୱାଇଟ୍‌ ବ୍ରେଡ୍‌: କେତେ ଭଲ କେତେ ଖରାପ

ସତ୍ୟଶିଖା( ଭୁବନେଶ୍ୱର)୧୧ .୦୭ . ୨୦୨୨:  ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ସମସ୍ତେ ସଚେତନ। କେବଳ ସୁନ୍ଦରତାକୁ ଦେଖି ଖାଦ୍ୟ ଚୟନ କରାଯାଏ ନାହିଁ, ଖାଇବା ପୂର୍ବରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ କେତେ ଖରାପ ତାହା ମଧ୍ୟ ଚିନ୍ତା କରିବାକୁ ପଡେ। ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା।

Exit mobile version