

ସତ୍ୟଶିଖା(ଭୁବନେଶ୍ୱର) ୦୮ .୧୨.୨୦୨୧: ସୁପର ସୋନିକ କ୍ରୁଜ ମିଜାଇଲ ବ୍ରହ୍ମୋସକୁ ମିଳିଛି ଆଉ ଏକ ସଫଳତା । ବଡ ପରୀକ୍ଷାରେ ସଫଳ ହୋଇଛି ବ୍ରହ୍ମୋସର ଏୟାର ଭର୍ସନ । ଲଢୁଆ ବିମାନରୁ ସଫଳତାର ସହିତ ପରୀକ୍ଷଣ ହୋଇଛି ବ୍ରହ୍ମୋସ । ଲଢୁଆ ବିମାନ ସୁଖୋଇ-୩୦ରୁ ବ୍ରହ୍ମୋସ ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହିତ ପରୀକ୍ଷଣ ହୋଇଛି ।