ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଦକ୍ଷିଣ କୋରିଆର ମୋବାଇଲ୍ କମ୍ପାନୀ ସାମସଙ୍ଗ ତାର ଆଗାମୀ ଗାଲାକ୍ସି ଫ୍ଲାଗସିପ୍ ପାଇଁ ଏବେ ଠାରୁ ଅର୍ଡର ନେବା ଆରମ୍ଭ କରିଛି । କମ୍ପାନୀ ଭାରତୀୟ ଉପଭୋକ୍ତାଙ୍କ ପାଇଁ ୨ ହଜାର ଟଙ୍କିଆ ଟୋକୋନ୍ର ପ୍ରଚଳନ କରିଛି । ଯାହାକୁ ଦେଇ ସେମାନେ ଆଗକୁ ଆସୁଥିବା ସାମ୍ସଙ୍ଗର ଫ୍ଲାଗସିପ୍ ମୋବାଇଲ୍ ବୁକିଂ କରିପାରିବେ ।
ଭାରତରେ ଆରମ୍ଭ ହେଲା ଗାଲାକ୍ସି ଏସ୍-୨୧ର ବୁକିଂ
