ରାଜ୍ୟ

ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୫.୨୦୨୧:  ଅଭୟକାନ୍ତ ପାଠକଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭୟକାନ୍ତ ପାଠକ । ୧୯୮୭ ବ୍ୟାଚର କ୍ୟାଡର ଆଇଏଫଏସ ଥିଲେ ଅଭୟକାନ୍ତ । ଦୁର୍ନୀତି ଅଭିଯୋଗ ଆସିବାରେ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ସବୁ ସମୟରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ।

 

 

Show More
Back to top button