ଅପରାଧନ୍ୟୁଜ୍ରାଜ୍ୟ

ପୁରୀ ସଦର ଅଞ୍ଚଳରେ ବୋମାମାଡ଼

ସତ୍ୟଶିଖା(ପୁରୀ ) ୨୭.୦୧.୨୦୨୨ : ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ଫୁଟିଲା ବୋମା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

ତେବେ ଏହି ବୋମାମାଡ଼ କେଉଁ ମାନେ କରିଛନ୍ତି ଓ କେତେ ଜଣ ଏହି ଘଟଣରେ ସଂପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ୍।

Show More
Back to top button