ଧର୍ମରାଜ୍ୟ

ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ୍

ସତ୍ୟଶିଖା(ଭୁବନେଶ୍ୱର) ୧୪.୦୭.୨୦୨୧:  ଗତବର୍ଷ ଭଳି ଏବର୍ଷ ବି ବୋଲବମ ଉପରେ କଟକଣା ଲାଗିଛି । ବୋଲବମରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପାଇଁ ବୋଲବମ ଉପରେ ସରକାର କଟକଣା ଲଗାଇଛନ୍ତି । କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡିଆ । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡିଆ । ପାଣି ନେଇ କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି ।

ଗତବର୍ଷ ଭଳି ଏବର୍ଷ ବି ବୋଲବମ ଉପରେ କଟକଣା ଲାଗିଛି । ବୋଲବମରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପାଇଁ ବୋଲବମ ଉପରେ ସରକାର କଟକଣା ଲଗାଇଛନ୍ତି । କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡିଆ । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡିଆ । ପାଣି ନେଇ କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି ।

ଦ୍ୱିତୀୟ ଲହର ସରିବା ଆଗରୁ ତୃତୀୟ ଲହରର ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଶ୍ରାବଣ ମାସରେ କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପାଣି ଢାଳିଥାନ୍ତି । କିନ୍ତୁ ଏଭଳି ସମୟରେ କରୋନା ଦୂର ହୋଇନଥିବାରୁ ବୋଲ୍ ବମ୍ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।
Show More
Back to top button