ସତ୍ୟଶିଖା( ଭୁବନେଶ୍ୱର )୨୧ .୦୭. ୨୦୨୨: ରାଜଧାନିରେ ମାଡୁଛି କରୋନା । ଟୀକାକରଣକୁ ବ୍ୟାପକ କଲା BMC । ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟୀକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ପାତ୍ରପଡା ଡିଏନ୍ ରେଗାଲିଆ ମଲ ସହ ହଂସପାଳ ସିମ୍ଫୋନି ମଲରେ ବ୍ୟବସ୍ଥା କରାଯାଇଛି ।
ଉଭୟ ଅନଲାଇନ ଓ ଅନ ସ୍ପଷ୍ଟରେ ଟିକା ନେଇ ପାରିବେ । ରାଜଧାନୀରେ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଟେଷ୍ଟିଂକୁ ବଢ଼ାଯିବା ପାଇଁ ଯୋଜନା କରିଛି BMC । ଦୈନିକ ୩ହଜାରରୁ ଅଧିକ ଟେଷ୍ଟିଂ ପାଇଁ ଯୋଜନ କରାଯାଇଛି ।