ସତ୍ୟଶିଖା(ନୟାଗଡ) ୧୦/୧୨/୨୦୨୦ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର ।
ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଗଲେ ପରୀ ଗାଁ ନୟାଗଡକୁ
