ସତ୍ୟଶିଖା (ଭୁବନେଶ୍ୱର) ୧୭/୧୧/୨୦୨୦ : ବିଜେପିର ଫୋକସରେ ଓଡିଶା । ବିହାର ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ସଂଗଠନ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ବିଜେପି । ଓଡିଶାରେ ସଂଗଠନକୁ ଆହୁରି ମଜବୁତ କରିବା ଲାଗି ଆଜି ରାଜ୍ୟର ୬ ଟି ଜିଲ୍ଲାର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।