ସତ୍ୟଶିଖା (ଭୁବନେଶ୍ୱର) ୦୭/୧୨/୨୦୨୦ : ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଜେପି କର୍ମୀଙ୍କ ଆନ୍ଦୋଳନ । ରାଜଭବନ ଆଗରେ ବିଜେପି ନେତା ଓ କର୍ମୀ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଧାରଣା ଦେଇଛନ୍ତି । ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।
ରାଜଭବନ ଆଗରେ ବିଜେପି ନେତା କର୍ମୀଙ୍କ ଧାରଣା
