ନ୍ୟୁଜ୍ରାଜ୍ୟ

ଚାଷୀ ପ୍ରସଙ୍ଗ ନେଇ ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨:   ଚାଷୀ ପ୍ରସଙ୍ଗ ନେଇ ରାଜଭବନ ଚାଲିଲେ ବିଜେଡି ବିଧାୟକ । ଧାନର ଏମଏସପି ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଧାନସଭାରୁ ରାଜଭବନ ରାଲି , ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରିଛନ୍ତି ବିଜେଡି ସଦସ୍ୟ।

Show More
Back to top button