ସତ୍ୟଶିଖା ୦୭/୦୧/୨୦୨୧ : ହୀରାକୁଦ ଜଳଭଣ୍ଡାରର ନୀଳ ଜଳ ରାଶିରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରୁସୁଗୁଡା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ ସହ ସମ୍ବଲପୁର ଓୟୁଏଟି ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ।
ହୀରାକୁଦରେ ପକ୍ଷୀ ଗଣନା