ସତ୍ୟଶିଖା (ମୁମ୍ବାଇ) ୧୫/୧୦/୨୦୨୦ : ବିଗ୍ ବସ୍ ଫେମ୍ ଡାନ୍ସର ସପ୍ନା ଚୌଧୁରୀଙ୍କ ସ୍ୱାମୀ ବୀର ସାହୁଙ୍କ ବିରୋଧରେ କୋଭିଡ-୧୯ ଗାଇଡଲାଇନସ୍ ଉଲ୍ଲଙ୍ଘନ କରିବାର ମାମଲା ରୁଜୁ କରାଯାଇଛି । ହରିୟାଣାର ମେହମ ପୋଲିସ୍ ଷ୍ଟେସନରେ ଅଭିଯୋଗ ଆଧାରରେ ସପ୍ନା ଚୌଧୁରୀଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ବୀର୍ ସାହୁଙ୍କ ବିରୋଧରେ ମାମଲା ରୁଜୁ : ସପ୍ନା ଚୌଧୁରୀଙ୍କ ସ୍ୱାମୀ
