ଅପରାଧନ୍ୟୁଜ୍ରାଜ୍ୟ

ରାଜଧାନୀରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ

ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ଖାଦ୍ୟ ଜିନିଷ ବୁଧବାର ଠାବ କରାଯାଇଛି । ଭୁବନେଶ୍ୱରର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ କରାଯିବା ସହ ବିପୁଳ ସସ ଓ ଆଚାର ଜବତ କରାଯାଇଛି । ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଚଢାଉ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି ।

Show More
Back to top button