ନ୍ୟୁଜ୍ରାଜ୍ୟ

ଓଡିଶାକୁ ବେଷ୍ଟ ଷ୍ଟେଟ ପ୍ରୋମୋସନ୍‌ ଷ୍ଟେଟ ପୁରସ୍କାର ପ୍ରଦାନ

ସତ୍ୟଶିଖା (ଭୁବନେଶ୍ୱର ) ୨୮.୦୨.୨୦୨୩ : କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ “Best State for Promotion of Sports” ପୁରସ୍କାର। କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇରେ ହିନ୍ଦୁ ଗ୍ରୁପ ଦ୍ୱାରା ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ସ୍ପୋର୍ଟସ ଷ୍ଟାରକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହିତ ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।

Show More
Back to top button