ଆବଶ୍ୟକ ସାମଗ୍ରୀ: ବେସନ, ଲୁଣ, ତେଲ, ଚାଟ ମସଲା,ଲଙ୍କା ପାଉଡର
ପ୍ରସ୍ତୁତି ପ୍ରଣାଳୀ: ବେସନ ଦୋସା ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ପାଣି ଆଣି ସେଥିରେ ବେସନ ପକାଇ ତାକୁ ଗୋଳାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ପରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ। ପରେ ଦୋସା ପାଇଁ ମସଲା ପ୍ରସ୍ତୁତ କରନ୍ତୁ।