ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ମଣିଷ ଭାଗ୍ୟ କେତେ ବେଳେ ବଦଳିଯିବ କିଛି କହି ହେବ ନାହିଁ । ଏମିତି କଛି ଘଟଣା ଘଟିଛି ଫ୍ରାନ୍ସର ଚାରିଜଣ ଭିକାରିଙ୍କ ସହିତ । ଦିନେ ସେମାନଙ୍କ ପାଖରେ ଖାଇବାକୁ ଟଙ୍କା ନ ଥିଲା ଏବେ କିନ୍ତୁ ଆନନ୍ଦରେ ତାଙ୍କର ପ୍ରତିଟି ଦିନ ଅତିବାହିତ ହେବ । ରାତାରାତି ସେମାନେ ଭିକାରିରୁ ହୋଇଯାଇଛନ୍ତି ଲକ୍ଷପତି । ତେବେ ଏମିତି କିଛି କମାଲ କରିଛି ଲଟେରି ।
ଭିକ ବଦଳାଇଲା ଭାଗ୍ୟ: ଭିକରେ ମିଳିଥିବା ଲଟେରି ଟିକେଟରୁ ୪ ଜଣ ଭିକାରି ଜିତିଲେ ୪୩ ଲକ୍ଷ ଟଙ୍କା l
