କଞ୍ଚା ପିଆଜ ଖାଉଥିଲେ ସାବଧାନ, ବଦଳାଇ ଦିଅନ୍ତୁ ଅଭ୍ୟାସ

ସତ୍ୟଶିଖା (ଭୁବନେଶ୍ୱର) ୧୬.୦୫.୨୦୨୨: ପିଆଜ ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ। ପିଆଜ ନଥିଲେ କୌଣସି ବି ଖାଦ୍ୟ ପାଟିକୁ ସୁଆଦିଆ ଲାଗେନି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜର ବ୍ୟବହାର କରାଯାଏ। ତେବେ ଅନେକ ଲୋକେ କଞ୍ଚା ପିଆଜ ମଧ୍ୟ ଖାଆନ୍ତି। ଏହାକୁ ଅଧିକାଂଶ ସାଲାଡ ରୂପେ ବ୍ୟବହାର କରନ୍ତି। କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ଥଣ୍ଡା ରୁହେ ବୋଲି ବିଶ୍ୱାସ ରହିଛି। ଏହା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ୟ। କଞ୍ଚା ପିଆଜ ଖାଇଲେ କ’ଣ ସବୁ କ୍ଷତି ହୁଏ ଆସନ୍ତୁ ଜାଣିବା

Exit mobile version