ଆମ୍ବ ଖାଉଥିଲେ ସାବଧାନ, ଭୋଗିପାରନ୍ତି ଅସୁବିଧା

ସତ୍ୟଶିଖା (ଭୁବନେଶ୍ୱର) ୦୩.୦୬.୨୦୨୨: ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ, ବି, ସି, ଓ ଇ ସହ ପୋଟାସିଆମ, ମାଗ୍ନେସିଅମ ଓ ଫାଇଭର ଅଛି। ତେବେ ଏହି ଆମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହାନୀକାରକ ହୋଇପାରେ। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଆମ୍ବ ଖାଇଲେ ଆପଣ ଅସୁବିଧା ଭୋଗିପାରନ୍ତି। ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ।

Exit mobile version