ସତ୍ୟଶିଖା ୨୪ /୧୨/୨୦୨୦ : ଆପୋଷ ବୁଝାମଣା ଭିତରେ ବାହାରିଲାନି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ୮ଥର ବର୍ଷା ଓ ଅନୁଭବ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ଆମ୍ନା-ସାମ୍ନା ଆଲୋଚନା କରିବା ପରେ ବି କୌଣସି ସମାଧାନ ବାହାରିପାରିନାହିଁ । ଗତକାଲି ଶେଷ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ଓକିଲ ଦର୍ଶାଇଥିଲେ ଯେ, ବର୍ଷା ଆଉ ମଧ୍ୟସ୍ଥତା କେନ୍ଦ୍ରରେ ଏହି ବିବାଦ ନେଇ ଆଲୋଚନା କରିବେ ନାହିଁ । ବରଂ ଯାହା ଆଲୋଚନା କରିବେ କୋର୍ଟରେ ହିଁ କରିବେ ।
ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା
