ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୧୨.୨୦୨୦ : ସାଂସଦ ଅନୁଭବ ମହାନ୍ତି ବାନ୍ଧବୀ ଜାଗ୍ରତି ଶୁକ୍ଳା ଫେସବୁକ୍ ଏକ ପୋଷ୍ଟ ଅପଲୋଡ କରି ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଛନ୍ତି । ଜାଗ୍ରତି ଲେଖିଛନ୍ତି, ସେ ଅନୁଭବଙ୍କ ଜଣେ ବନ୍ଧୁ ଏବଂ ଅନୁଭବଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ନେଇ ସେ ଏହି ଲେଖା ଲେଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା ଜନକ , ଆପତିଜନକ ଓ ଅଶାଳିନ ଭାବରେ ଟ୍ରୋଲ କରାଯାଉଛି । ସେଥିପାଇଁ ସେ ଏହି ପୋଷ୍ଟ କରିଛନ୍ତି ବୋଲି ଲେଖିଛନ୍ତି ।
ବର୍ଷା-ଅନୁଭବଙ୍କ ବିବାଦ ମଝିରେ ବାହାରିଲେ ଅନୁଭବ ଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା
