ନ୍ୟୁଜ୍ରାଜ୍ୟ

ଗଛ କଟା ମାମଲା: ସରକାରଙ୍କୁ ରିପୋର୍ଟ ତଲବ

ସତ୍ୟଶିଖା( ଭୁବନେଶ୍ୱର )୦୨.୦୬. ୨୦୨୨ : ବିଧାୟକଙ୍କ କ୍ୱାଟର୍ସ ପାଇଁ ଗଛକଟା ମାମଲା । ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ । ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କ ନୋଟିସ୍ । ପ୍ରକଳ୍ପ ବାବଦରେ ବିସ୍ତୁୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ।ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ।

Show More
Back to top button