ଜୁନ୍‍ ୧୩ରେ ବାଚସ୍ପତି ନିର୍ବାଚନ

ସତ୍ୟଶିଖା( ଭୁବନେଶ୍ୱର )୦୮.୦୬. ୨୦୨୨ :  ଜୁନ୍‍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ସୂଚନା ମିଳିଛି। ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି ବୋଲି ସୂଚନା ମିଳିଛି।

Exit mobile version