-
ରାଜ୍ୟ
କେମିତି ଅଛନ୍ତି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ?
ଭୁବନେଶ୍ୱର(ସତ୍ୟଶିଖା): ଏବେ ରାଜ୍ୟରେ ପ୍ରଥମ ‘କରୋନା’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି।…
ଅଧିକ ଖବର ପଢନ୍ତୁ » -
ଦେଶ
ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳ
ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ବା କୀର୍ତ୍ତିରାଜି ଆସନ୍ତା ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ।…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ପାଇଁ ସବୁ ସହରାଞ୍ଚଳରେ ଖୋଲିବ କ୍ୱାରେଣ୍ଟାଇନ୍ ସେଣ୍ଟର
ଭୁବନେଶ୍ୱର(ସତ୍ୟଶିଖା): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ। ସହରରେ ଥିବା କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା…
ଅଧିକ ଖବର ପଢନ୍ତୁ » -
ଦେଶ
ରାଜ୍ୟସଭା ଯିବେ ଜଷ୍ଟିସ୍ ଗୋଗୋଇ, ରାଷ୍ଟ୍ରପତି କଲେ ମନୋନୟନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ରାଜ୍ୟସଭା ଯିବେ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନକୁ ମନୋନୀତ କରିଥିବା…
ଅଧିକ ଖବର ପଢନ୍ତୁ » -
ଖେଳ
କୋଲକାତାରେ ଅଟକିଲା ଦକ୍ଷିଣ ଆଫ୍ରିକା ଟିମ୍
କୋଲକାତା: କରୋନା ଭାଇରସ୍ କାରଣରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବାତିଲ୍ ହେବା ପରେ ସ୍ୱଦେଶ ଅଭିମୁଖେ ବାହାରିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର କୋଲକାତାରେ ଏକ…
ଅଧିକ ଖବର ପଢନ୍ତୁ » -
ଦେଶ
ୟୁରୋପ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଲେ ସରକାର
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଯାବତ ୧୧୪…
ଅଧିକ ଖବର ପଢନ୍ତୁ » -
ଦେଶ
ୟେସ୍ ବ୍ୟାଙ୍କ ମାମଲାରେ ସୁଭାଷ ଚନ୍ଦ୍ରାଙ୍କୁ ସମନ୍
ନୂଆଦିଲ୍ଲୀ: ଶିଳ୍ପପତି ସୁଭାଷ ଚନ୍ଦ୍ରାଙ୍କୁ ୟେସ୍ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସମନ୍ କରାଯାଇଛି। ପୂର୍ବରୁ ଏହି ବ୍ୟାଙ୍କର ପ୍ରତିଷ୍ଠାତା ଗିରଫ ହୋଇ ପୁଲିସ୍ ହେପାଜତରେ…
ଅଧିକ ଖବର ପଢନ୍ତୁ » -
ଦେଶ
ସିଏଏ-ଏନ୍ଆରସି ବାବଦରେ ଆଲୋଚନା ପାଇଁ ମୋଦି-ଶାହଙ୍କୁ ଆରଏସ୍ଏସ୍ର ଆହ୍ୱାନ
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍ଆରସି ବାବଦରେ କେନ୍ଦ୍ର ସରକାର ଆଲୋଚନା କରିବା ଦରକାର।…
ଅଧିକ ଖବର ପଢନ୍ତୁ » -
ଖେଳ
ବିସିସିଆଇ ଅଫିସରେ ଝୁଲିବ ତାଲା
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ଭୟ: ମାସ୍କ ପିନ୍ଧିଲେ ସେବାୟତ, ହାତ ଧୋଇଲେ ଭକ୍ତ
ଭୁବନେଶ୍ୱର (ସତ୍ୟଶିଖା): ମହାମାରୀ ‘କରୋନା’କୁ ନେଇ ରାଜ୍ୟରେ ଶଙ୍କା ଯେତିକି କଟକଣା ସେତିକି। ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ସଚେତିତ ହୋଇଛନ୍ତି ଉଭୟ ଭକ୍ତ ଓ…
ଅଧିକ ଖବର ପଢନ୍ତୁ »









