-
ନ୍ୟୁଜ୍
ଜୁଲାଇ ୩୧ ଯାଏଁ ଭୁବନେଶ୍ୱର ସହରରେ ଗଡିବନି ‘ମୋ ବସ୍’
ସତ୍ୟଶିଖା (ଭୁବନେଶ୍ୱର): ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଗଡ଼ିବନି ‘ମୋ ବସ୍’। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ଜୁଲାଇ ମାସ ଶେଷ ସୁଦ୍ଧା ୩୦ ହଜାର ଛୁଇଁପାରେ ଆକ୍ରାନ୍ତଙ୍କ ସଂଖ୍ୟା ।
ସତ୍ୟଶିଖା (ଭୁବନେଶ୍ୱର) : ଚଳିତମାସ ରାଜ୍ୟରେ କରୋନା ସଂକ୍ରମଣ ୩୦ ହଜାର ଛୁଇଁପାରେ। ସରକାରଙ୍କ କରୋନା ନେଇ ଚାଲିଥିବା ଗାଣିତିକ ବା ମାଥମେଟିକାଲ ମଡେଲ ଏଭଳି ସୂଚନା…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କୋଭିଡ ହସ୍ପିଟାଲରେ ଗର୍ଭବତୀଙ୍କ ସଫଳ ପ୍ରସବ ପରେ ଛୁଟିଛି ପ୍ରଶଂସାର ସୁଅ ,ଟ୍ବିଟରେ ନବୀନଙ୍କ ପ୍ରଶଂସା..
ସତ୍ୟଶିଖା ( ମାଲକାନଗିରି ) ସ୍ମୃତି ରଞ୍ଜନ ନାୟକ : ଟ୍ବିଟ ମାଧ୍ୟମରେ ମାଲକାନଗିରି କୋଭିଡରେ କାର୍ଯ୍ୟରତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକଙ୍କ ଶୁଭେଚ୍ଛା l
ସତ୍ୟଶିଖା ( ଭୁବନେଶ୍ୱର ) : ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୯ ଗୋଟି ବିଭାଗ ପାଇଁ ଶୁକ୍ରବାର ୨୦…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କରୋନାରେ ସଂକ୍ରମିତ ସାମ୍ବାଦିକ ଙ୍କ ବିୟୋଗ ରେ ଶେIକ …
ସତ୍ୟଶିଖା ( ଭୁବନେଶ୍ୱର ) : ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ବିଧାୟକ ସୁଶାନ୍ତ ରାଉତଙ୍କୁ ମିଳିଲା ଆଶ୍ବସ୍ତି ….
ସତ୍ୟଶିଖା ( ଭୁବନେଶ୍ୱର ) : ବିଜୁ ଜନତା ଦଳର ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବହୁ ଲୋକ ପ୍ରିୟ ଯୁବ ନେତା ସୁଶାନ୍ତ ରାଉତ ନିଜର…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଶେଷରେ ମାସ୍କ ପିନ୍ଧିଲେ ଟ୍ରମ୍ପ ….
ସତ୍ୟଶିଖା : ଆମେରିକାର ରାଷ୍ଟ୍ରପତି ଶନିବାର ଦିନ ଏକ ସାମରିକ ହସ୍ପିଟାଲ୍ ପରିଦର୍ଶନ ସମୟରେ ଫେସ୍ ମାସ୍କ୍ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍ ଫେସ୍ ମାସ୍କ୍…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ମୁଜାଗଡ଼ ପଞ୍ଚାୟତ ଶଟ୍ଡାଉନ୍ – Satyasikha
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ମୁଜାଗଡ଼ ପଞ୍ଚାୟତକୁ ସରପଞ୍ଚ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଗତ ଦୁଇ ଦିନ ହେବ ପଞ୍ଚାୟତର ଦୁଇଟି ଗାଁରେ…
ଅଧିକ ଖବର ପଢନ୍ତୁ » -
ସିନେମା
ଐଶ୍ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର
ମୁମ୍ବାଇ: ୨୦୧୬ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’। ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରଣବୀର କପୁର ସ୍କ୍ରିନ୍ ଶେଆର କରିଥିଲେ। ଏହି…
ଅଧିକ ଖବର ପଢନ୍ତୁ » -
ଦୁର୍ଘଟଣା
ଜିନ୍ଦଲରେ ଠିକା ଶ୍ରମିକଙ୍କ ମୃତ୍ୟୁ – Satyasikha
ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ JSPL (ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍)ରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ…
ଅଧିକ ଖବର ପଢନ୍ତୁ »