-
ରାଜ୍ୟ
କୋଟାରୁ ଆସି ରାଉରକେଲାରେ ପହଞ୍ଚିଲେ ୧୧୪ ଛାତ୍ରଛାତ୍ରୀ
ରାଉରକେଲା (ପବନ ତିୱାରୀ): ଲକ୍ଡାଉନ୍ ଯୋଗୁ ରାଜସ୍ଥାନର କୋଟାରେ ଫସିଥିବା ୧୧୪ ଛାତ୍ରଛାତ୍ରୀ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଚାରୋଟି ବସ୍ରେ ସେମାନେ ଆସି ଏଠାରେ ପହଞ୍ଚିଛନ୍ତି। ଆଜି…
ଅଧିକ ଖବର ପଢନ୍ତୁ » -
ଦେଶ
ଉରୀରେ ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ, ୩ ଗୁରୁତର
ଶ୍ରୀନଗର: ପାକିସ୍ତାନ ପଟୁ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ଜମ୍ମୁ କଶ୍ମୀରର ବାରମୂଲା ଜିଲ୍ଲାରେ ଥିବା ଉରୀ ସେକ୍ଟରରେ ପାକିସ୍ତାନ ପଟୁ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ନଦୀରେ ବୁଡ଼ିଗଲେ ଯୁବକ | Satyasikha
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧୀନ କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକ କୋଏଲ ନଦୀରେ ବୁଡ଼ି ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନି।…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଜୁଆ ଆଡ୍ଡାରେ ପୁଲିସ୍ ଚଢ଼ାଉ, ନଦୀକୁ ଡେଇଁଲେ ୩ ଯୁବକ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଲକଡାଉନ୍ ସମୟରେ ଜୁଆ ଖେଳରେ ମାତିଥିବା କିଛି ଯୁବକ ପୁଲିସ୍କୁ ଦେଖି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା…
ଅଧିକ ଖବର ପଢନ୍ତୁ » -
ବିଦେଶ
ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲେ କିମ୍ ଜଙ୍ଗ୍!
ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ-ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି। ଶୁକ୍ରବାର ଏକ ସମାରୋହରେ ଫିତା କାଟିବା ଅବସରରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
୫୪ ଘଣ୍ଟାର ଯାତ୍ରା ପରେ ଭଦ୍ରକରେ ପହଞ୍ଚିଲେ ୩୮ ପ୍ରବାସୀ ଓଡ଼ିଆ
ଭଦ୍ରକ(ପାର୍ଥ ସାରଥୀ ନାୟକ): ପ୍ରଥମ ଥର ପାଇଁ ଭଦ୍ରକରେ ପହଞ୍ଚିଛନ୍ତି ପ୍ରବାସୀ ଓଡ଼ିଆ। ନିଜ ଖର୍ଚ୍ଚରେ ଦୀର୍ଘ ୫୪ ଘଣ୍ଟାର ଯାତ୍ରା ପରେ ଗତକାଲି ବିଳମ୍ବିତ ରାତିରେ…
ଅଧିକ ଖବର ପଢନ୍ତୁ » -
ରାଶିଫଳ
ମେ’୨, ଶନିବାର: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ
ମେଷ: ବୁଦ୍ଧିମତାର ସହ କାମ କରି ପ୍ରଶଂସିତ ହେବେ। ଆପଣଙ୍କ କାର୍ଯ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ଲାଭ କରିବେ। କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଯାଜପୁରରେ ପୁଣି ୫ ଆକ୍ରାନ୍ତ ଚିହ୍ନଟ, ରହିଛି କୋଲକାତା ଲିଙ୍କ୍
ଭୁବନେଶ୍ୱର(ସତ୍ୟଶିଖା): ଯାଜପୁର ଜିଲ୍ଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
୧୦୮, ୧୦୪ କାହା ପାଇଁ? ବାପାଙ୍କୁ ଓଲାରେ ମେଡିକାଲ୍ ନେଲା ଝିଅ, ହେଲେ ବଞ୍ଚାଇପାରିଲେନି
ଭୁବନେଶ୍ୱର (ସତ୍ୟଶିଖା): ମନରୁ ମଣିଷପଣିଆ ମାରି ଦେଉଛି କି ‘କରୋନା’ ଭୟ? ସାମାଜିକ ଦୂରତା ବଦଳରେ ମଣିଷ-ମଣିଷ ଭିତରେ ହୃଦୟଗତ ଦୂରତାକୁ ବଢ଼ାଇଦେଉଛି କି? କାରଣ କିଛି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଓଡ଼ିଶାରେ ୪୧ ଦିନରେ ଥିଲା ୧୦୦, ଏବେ ମାତ୍ର ୬ଦିନରେ ଆଉ ୪୯ ସଂକ୍ରମିତ
ଭୁବନେଶ୍ୱର (ସତ୍ୟଶିଖା): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ…
ଅଧିକ ଖବର ପଢନ୍ତୁ »








