-
ରାଜ୍ୟ
ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ, ଚାଲିଗଲା ଜୀବନ
ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଚିହ୍ନଟ ହେଲେ ୬୭ ଆକ୍ରାନ୍ତ ; ୧୬୬୦ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ହଟିବ ବୋଲି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ପୂଜକ
ନରସିଂହପୁର(ଦିଲୀପ ପଣ୍ଡା): ମନ୍ଦିର ଭିତରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି ପୂଜକ। ଏପରି ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ କଟକ ଜିଲ୍ଲା ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଘଟିଛି।…
ଅଧିକ ଖବର ପଢନ୍ତୁ » -
ଦେଶ
ମାତ୍ର ୪ ଜଣଙ୍କ ପାଇଁ ଭଡ଼ାରେ ଆସିଲା ବିମାନ, ଭୋପାଳରୁ ଦିଲ୍ଲୀ ପାଇଁ ୧୦ ଲକ୍ଷ ଖର୍ଚ୍ଚ
ନୂଆଦିଲ୍ଲୀ: ବିମାନ ଭଡ଼ାରେ ଆଣି ଜଣେ ବ୍ୟକ୍ତି ତାଙ୍କ ପରିବାରର ୪ ଜଣ ସଦସ୍ୟକୁ ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ପଠାଇଛନ୍ତି। ସାଧାରଣ ବିମାନରେ ଗଲେ ବ୍ୟକ୍ତିଙ୍କ ପତ୍ନୀ,…
ଅଧିକ ଖବର ପଢନ୍ତୁ » -
ଦେଶ
ଚାଇନା ସହ ସୀମା ବିବାଦ, ପାକିସ୍ତାନ କହିଲା ସବୁ ଭୁଲ ଭାରତର
ଇସଲାମାବାଦ: ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଚାଇନା ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଣ୍ଡ ଖେଳାଇଛି ପାକିସ୍ତାନ। ବନ୍ଧୁ ଚାଇନାକୁ ଖୋଲାଖୋଲି ସମର୍ଥନ…
ଅଧିକ ଖବର ପଢନ୍ତୁ » -
ଦେଶ
୧୨୦ ଫୁଟର ବରୱେଲରେ ଖସିପଡ଼ିଲା ଶିଶୁ, ଦୀର୍ଘ ଘଣ୍ଟାର ଅପରେସନ ପରେ ମିଳିଲା ମୃତଦେହ
ହାଇଦ୍ରାବାଦ: ପୁଣିଥରେ ଏକ ବରୱେଲରେ ଖସିପଡ଼ି ଜଣେ ୩ ବର୍ଷୀୟ ଶିଶୁ ପ୍ରାଣ ହରାଇଛନ୍ତି। ତେଲେଙ୍ଗାନାର ମେଦକ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଶିଶୁଟି ଗତକାଲି…
ଅଧିକ ଖବର ପଢନ୍ତୁ » -
ଦେଶ
ପୁଣି ୬୫୬୬ କରୋନା ପଜିଟିଭ, ଗଲା ୧୯୪ ଜୀବନ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଦୀର୍ଘ ଗୋଟିଏ ସପ୍ତାହ ହେଲାଣି ପ୍ରତିଦିନ ୬ ହଜାରରୁ ଅଧିକ କରୋନା ପଜିଟିଭ କେସ୍ ସାମ୍ନାକୁ ଆସିବାରୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସରିଲା ବିବାହ: କାଲି ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ
ସମ୍ବଲପୁର (ସତ୍ୟଶିଖା): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ହାତ ଧରିଛନ୍ତି ଦେବୀ ପାର୍ବତୀ। ଏଥିପାଇଁ ଚଳଚଞ୍ଚଳ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍
ଭୁବନେଶ୍ୱର (ସତ୍ୟଶିଖା): ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ମାତ୍ର ୧୫ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ବୌଦ୍ଧ…
ଅଧିକ ଖବର ପଢନ୍ତୁ » -
ଦେଶ
ରହସ୍ୟମୟ ପାକିସ୍ତାନୀ ପାରା ଠାବ ଘଟଣା ଉପରୁ ପର୍ଦ୍ଦା ହଟିଲା
ନୂଆଦିଲ୍ଲୀ: ୩ ଦିନ ତଳେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାରୁ ଏକ ପାରା ଧରାପଡ଼ିଥିଲା। ଏହି ପାରାଟି ପାକିସ୍ତାନରୁ ଗୁପ୍ତଚର କାର୍ଯ୍ୟ କରିବା ପାଇଁ ଭାରତୀୟ ସୀମାରେ ପ୍ରବେଶ…
ଅଧିକ ଖବର ପଢନ୍ତୁ »









