-
ଦେଶ
ପୁଣି ହେବ ମୋଦି-ନବୀନ ବୈଠକ | Satyasikha
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ କରୋନା ଭାଇରସ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଅଧିକ ଖବର ପଢନ୍ତୁ » -
ରାଜନୀତି
ଜଣେ ବ୍ୟୁରୋକ୍ରାଟ୍ ତୃତୀୟ ମହଲାରୁ ରାଜ୍ୟକୁ ନଚଲାନ୍ତୁ : ଅପରାଜିତା
ଭୁବନେଶ୍ୱର(ସତ୍ୟଶିଖା): ନବନିଯୁକ୍ତ ବିଜେପି ରାଜ୍ୟ ଉପସଭାପତି ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସିଧାସଳଖ ତୃତୀୟ ମହଲାକୁ ଇଙ୍ଗିତ କରି ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା…
ଅଧିକ ଖବର ପଢନ୍ତୁ » -
ଦେଶ
ରାତ୍ରୀକାଳୀନ କର୍ଫ୍ୟୁରେ ଚାଲିପାରିବ ବସ୍ ଓ ଟ୍ରକ
ନୂଆଦିଲ୍ଲୀ: ଜୁନ୍ ୧ରୁ ଆରମ୍ଭ ହୋଇଥିବା ଅନଲକ-୧ର ରାତ୍ରୀକାଳୀନ କର୍ଫ୍ୟୁକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ରାତ୍ରୀକାଳୀନ କର୍ଫ୍ୟୁ ଅର୍ଥାତ ରାତି ୯ରୁ…
ଅଧିକ ଖବର ପଢନ୍ତୁ » -
ଦେଶ
କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ଆଇଟିବିପି ଯବାନ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା କୋଭିଡ ଯୋଦ୍ଧା ଯଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଇଟିବିପି କନଷ୍ଟେବଲ ବିକ୍ରମଜୀତ ସିଂହ ଗୀତ ଗାଇଛନ୍ତି। ସେ ଗୀତରେ…
ଅଧିକ ଖବର ପଢନ୍ତୁ » -
ଦେଶ
ମହାରାଷ୍ଟ୍ରରେ ଲକ୍ଷେ ପାର୍ କଲା କରୋନା ଆକ୍ରନ୍ତଙ୍କ ସଂଖ୍ୟା, ଦିନକରେ ୧୨୭ ମୃତ
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ…
ଅଧିକ ଖବର ପଢନ୍ତୁ » -
ଦେଶ
ଶୁକ୍ରବାର ପ୍ରାର୍ଥନା ବେଳେ ମସଜିଦ୍ରେ ଭୟଙ୍କର ବିସ୍ଫୋରଣ, ୪ ମୃତ
କାବୁଲ: ପଶ୍ଚିମ କାବୁଲର ଏକ ମସଜିଦ୍ ମଧ୍ୟରେ ଆଜି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଶୁକ୍ରବାର ପାଇଁ ସମୂହ ନମାଜ ପାଠ ଚାଲିଥିବା ବେଳେ ଏହି ବିସ୍ଫୋରଣ…
ଅଧିକ ଖବର ପଢନ୍ତୁ » -
ଦେଶ
ବିବାଦ ତୁଟାଇବା ପାଇଁ ପୁଣି ଭାରତ-ଚାଇନା ଆଲୋଚନା
ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦକୁ ନେଇ ଆଜି ପୁଣିଥରେ ଉଭୟ ଦେଶ ଆଲୋଚନା କରିଛନ୍ତି। ଉଭୟ ଦେଶର ସେନା ଅଧିକାରୀମାନେ…
ଅଧିକ ଖବର ପଢନ୍ତୁ » -
ରାଜନୀତି
ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଙ୍କଟ ସମୟରେ ତୈଳଦର ବୃଦ୍ଧିକୁ ତୀବ୍ର ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଦେଶ ଯୁବକଂଗ୍ରେସ…
ଅଧିକ ଖବର ପଢନ୍ତୁ » -
ଦେଶ
ସିବିଏସଇ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ସିବିଏସଇ ପରୀକ୍ଷା ୨୦୨୦କୁ ବାତିଲ କରିବା ପାଇଁ ଅଭିଭାବକମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ମଙ୍ଗଳବାର…
ଅଧିକ ଖବର ପଢନ୍ତୁ » -
ଦେଶ
ସ୍ୱାଦ ଓ ଘ୍ରାଣ ଶକ୍ତି ହ୍ରାସ ପାଇଲେ ହେବ କରୋନା ଟେଷ୍ଟ!
ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ମଧ୍ୟରେ ଆଉ ଦୁଇଟି କଥାକୁ ସରକାର ସାମିଲ କରିବାକୁ ଯାଉଛନ୍ତି। ଯଦି କୌଣସି ବ୍ୟକ୍ତି ହଠାତ୍ ସ୍ୱାଦ ବାରିବାର ଶକ୍ତି କିମ୍ବା…
ଅଧିକ ଖବର ପଢନ୍ତୁ »









