-
ସ୍ୱାସ୍ଥ୍ୟ
ହାର୍ଟ ଆଟାକ୍ ଆଶଙ୍କା କମ୍ କରେ ଷ୍ଟ୍ରବେରୀ !
ଭୁବନେଶ୍ୱର : ଷ୍ଟ୍ରବେରୀ ଏପରି ଏକ ଫଳ, ଯାହା ସବୁ ଋତୁରେ ମିଳିଥାଏ। ଏହାକୁ ବିଶେଷ କରି ଗରମ ଦିନରେ ହିଁ ଲୋକେ ଅଧିକ ଖାଇବାକୁ ପସନ୍ଦ…
ଅଧିକ ଖବର ପଢନ୍ତୁ » -
ଦେଶ
ନେପାଳ ସଂସଦରେ ଭାରତର ଅଂଶ ଥିବା ନୂଆ ମ୍ୟାପ ପାସ୍
କାଠମାଣ୍ଡୁ: ନିମ୍ନ ସଦନ ପରେ ନେପାଳ ସଂସଦର ଉଚ୍ଚ ସଦନରେ ବି ସର୍ବସମ୍ମତିକ୍ରମେ ସରକାର ଆଣିଥିବା ସଂଶୋଧିତ ମ୍ୟାପ୍ ସଂକ୍ରାନ୍ତ ବିଲ ପାରିତ ହୋଇଛି। ଏବେ ଏହା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ରଥ ଯାତ୍ରା ମାମଲା: ରାଜ୍ୟ ସରକାରଙ୍କ ନିରବତାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର(ସତ୍ୟଶିଖା): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଏଥର ବନ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ।…
ଅଧିକ ଖବର ପଢନ୍ତୁ » -
ଦେଶ
ଭାରତକୁ ଧମକ ଦେଲା ଚାଇନା, ଗଲୱାନ ସଂଘର୍ଷ ପାଇଁ ନୂଆଦିଲ୍ଲୀକୁ ଦୋଷଦେଲା
ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନା ମଧ୍ୟରେ ଦେଖାଯାଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ବେଜିଂ ନୂଆ ଭେଳିକି ଦେଖାଇଛି। ଭାରତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟର…
ଅଧିକ ଖବର ପଢନ୍ତୁ » -
ସିନେମା
ସୁଶାନ୍ତଙ୍କ ଘରୁ ମିଳିଲା ୫ ଡାଏରୀ, ଥାନାରେ ରିୟା ଚକ୍ରବର୍ତ୍ତୀ
ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ମୁମ୍ୱାଇ ପୁଲିସ ଏଯାଏ ମୃତ୍ୟୁର ସଠିକ୍ କାରଣ ଜାଣିପାରିନାହିଁ। ସୁଶାନ୍ତଙ୍କ ମୃତ୍ୟୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ମହିଳା ସବ-ଇନ୍ସପେକ୍ଟର କରୋନା ପଜିଟିଭ | Satyasikha
ପୁରୀ(ସତ୍ୟଶିଖା): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପୁଲିସ୍ ଗିରଫ କରିଥିବା ଜଣେ ଅପରାଧି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ମହିଳା…
ଅଧିକ ଖବର ପଢନ୍ତୁ » -
ଦେଶ
ଜିନପିଙ୍ଗ ବିନା ଅନୁମତିରେ ମୃତାହତଙ୍କ ସଂଖ୍ୟା ଜାରି କରିବନି ଚାଇନା
ବେଜିଂ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ୩ ଦିନ ବିତିଥିଲେ ହେଁ ଏଯାଏ ବେଜିଂ ତରଫରୁ କ୍ଷୟକ୍ଷତି ସମ୍ପର୍କରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ବନ୍ଦ
ଭୁବନେଶ୍ୱର(ସତ୍ୟଶିଖା): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ। ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଗୋପିନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର (ସତ୍ୟଶିଖା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ହୋଇଥିବା ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ…
ଅଧିକ ଖବର ପଢନ୍ତୁ » -
ଦେଶ
୪୧ କୋଇଲା ଖଣିର କର୍ମସିଆଲ ନିଲାମ ପ୍ରକ୍ରିୟା ଆରମ୍ଭ, ବଡ଼ ବୟାନ ଦେଲେ ମୋଦି
ନୂଆଦିଲ୍ଲୀ: ବ୍ୟବସାୟିକ ଲକ୍ଷ୍ୟ ରଖି ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ଅବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛି। ପୂର୍ବରୁ ବିଭିନ୍ନ କମ୍ପାନୀ…
ଅଧିକ ଖବର ପଢନ୍ତୁ »









