-
ସିନେମା
ସୋନୁ ନିଗମଙ୍କ ଭବିଷ୍ୟବାଣୀ; ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଆସିପାରେ ଆତ୍ମହତ୍ୟା ଖବର
ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ପ୍ରିୟାପ୍ରୀତି ତୋଷଣକୁ ନେଇ ସ୍ୱର ଉଠାଇଛନ୍ତି। ଲୋକପ୍ରିୟ ସିଙ୍ଗର ସୋନୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ନାବାଳିକାଙ୍କୁ ଅପହରଣ ଅଭିଯୋଗ; ଅଭିଯୁକ୍ତ ଗିରଫ
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମୁରିବାହାଲ ଥାନା ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…
ଅଧିକ ଖବର ପଢନ୍ତୁ » -
ଦେଶ
ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ପାର
ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ ଦେଶରେ ବେକାବୁ ହେବାରେ ଲାଗିଛି। କରୋନା ସଂକ୍ରମଣ ଏବେ ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ…
ଅଧିକ ଖବର ପଢନ୍ତୁ » -
ଦେଶ
ଆଲୋଚନା ପରେ ପଣବନ୍ଦୀ ଥିବା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଲା ଚାଇନା!
ନୂଆଦିଲ୍ଲୀ: ସୋମବାର ଚାଇନା ସହ ସଂଘର୍ଷ ବେଳେ ଘଟିଥିବା ଏକ ବଡ଼ ଘଟଣା ଏବେ ସାମ୍ନାକୁ ଆସିଛି। ଗଲୱାନ ଘାଟିରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ସମୟରେ ଚାଇନା…
ଅଧିକ ଖବର ପଢନ୍ତୁ » -
ସିନେମା
ରଜନୀକାନ୍ତଙ୍କୁ ହତ୍ୟା ଧମକ | Satyasikha
ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ହତ୍ୟା ଧମକ। ଗୋଟିଏ ଅଜଣା ନମ୍ୱରରୁ ଫୋନ୍ ଆସିଥିଲା ଏବଂ ତାଙ୍କ ଗାର୍ଡେନ୍ ପାଖ ଘରେ ବମ୍ ଥିବା ଧମକ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ | Satyasikha
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଲାଡ଼ି ଗ୍ରାମରେ ଗତକାଲି ରାତିରେ ୨ ପକ୍ଷ ମଧ୍ୟରେ ରକ୍ତାକ୍ତ…
ଅଧିକ ଖବର ପଢନ୍ତୁ » -
ଦେଶ
ଆଶା ଦେଖାଇଲା ‘ହୁ’: ବର୍ଷ ସରିବା ପୂର୍ବରୁ ମିଳିବ କରୋନା ଟିକା
ଲଣ୍ଡନ: ମହାମାରୀ କରୋନାକୁ ପାଇଁ ସାରା ବିଶ୍ୱରେ ସ୍ଥିତି ଜଟିଳ ହୋଇଛି। ଏହାର ମୁକାବିଲା ପାଇଁ କେବେ ଟିକା କିମ୍ବା ଔଷଧ ବାହାରିବ ତା’କୁ ନେଇ ସସପେନ୍ସ…
ଅଧିକ ଖବର ପଢନ୍ତୁ » -
ରାଶିଫଳ
ଜୁନ୍ ୧୯, ଶୁକ୍ରବାର: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି
ମେଷ: ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରି ପାରିବେ। ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ନୂତନ କାର୍ଯ୍ୟ କରିବାକୁ…
ଅଧିକ ଖବର ପଢନ୍ତୁ » -
ଦୁର୍ଘଟଣା
ଭାରସାମ୍ୟ ହରାଇ ଓଲଟିଲା ବସ୍ | Satyasikha
ମୋହନା(ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ‘ଗାନ୍ଧୀ’ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଆଜି ହେବ ଶେଷକୃତ୍ୟ: ପଞ୍ଚଭୂତରେ ଲୀନ ହେବେ ୨ ସହୀଦ
ଭୁବନେଶ୍ୱର(ସତ୍ୟଶିଖା): ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଶତ୍ରୁ ସହ ଲଢ଼ି ଦେଶ ପାଇଁ ସହିଦ ହୋଇଥିବା ୨ ବୀର ଓଡ଼ିଆଙ୍କର ଆଜି ନିଜ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ…
ଅଧିକ ଖବର ପଢନ୍ତୁ »









