-
ରାଜ୍ୟ
ଶେଷ ଆଶା ସୁପ୍ରିମକୋର୍ଟ: ରଥଯାତ୍ରା ପାଇଁ ୮ ପିଟିସନ୍ ଉପରେ ସଭିଁଙ୍କ ନଜର
ଭୁବନେଶ୍ୱର(ସତ୍ୟଶିଖା): ସବୁ ନିରାଶା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଶା ବଢିଛି। ରଥଯାତ୍ରା ବନ୍ଦ ରାୟ ପରେ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏହା ଭିତରେ ୮ଟି…
ଅଧିକ ଖବର ପଢନ୍ତୁ » -
ଦେଶ
ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି। ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ…
ଅଧିକ ଖବର ପଢନ୍ତୁ » -
ଦେଶ
ରଥଯାତ୍ରା ରିଭ୍ୟୁ ପିଟିସନ ଦାଖଲ ପରେ ଗ୍ରୀଷ୍ମକାଳୀନ ଛୁଟିରେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ଜୁନ୍ ୨୨ରୁ ଜୁଲାଇ ୩ ସୁପ୍ରିମକୋର୍ଟରେ ଗ୍ରୀଷ୍ମ କାଳୀନ ଅବକାଶ ଛୁଟି। କରୋନା ମହାମାରୀ ପାଇଁ ଗ୍ରୀଷ୍ମ କାଳୀନ ଅବକାଶ ତାରିଖର ସଂଶୋଧନ କରିଛନ୍ତି ସୁପ୍ରିମକୋର୍ଟ।…
ଅଧିକ ଖବର ପଢନ୍ତୁ » -
ରାଜନୀତି
ରାଜ୍ୟସଭାରେ ମୋଦିଙ୍କୁ ଏବେ ବି ଦରକାର ନବୀନଙ୍କ ସହଯୋଗ
ଭୁବନେଶ୍ୱର ( ସତ୍ୟଶିଖା ) : ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସିଛି ୫୮୦ କୋଟି, ବଣ୍ଟା ହେଉନି କ୍ୱାରେଣ୍ଟାଇନ ଭତ୍ତା
ଭୁବନେଶ୍ୱର(ସତ୍ୟଶିଖା): କରୋନା ମହାମାରୀ ବ୍ୟାପିବାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ୫୮୦.୧୩ କୋଟି ଟଙ୍କା ଦାନ ମିଳିଛି। ଏଥିରୁ ଜୁନ୍ ୮ତାରିଖ ସୁଦ୍ଧା ୧୭୮.୩୪ କୋଟି ଟଙ୍କା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସିଲ୍ ହେଲା କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର
ଭୁବନେଶ୍ୱର(ସତ୍ୟଶିଖା): କିଛିଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ଜଣେ କର୍ମଚାରୀଙ୍କ ଦେହରେ କରୋନା ପଜେଟିଭ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଦିଲ୍ଲୀରୁ ଆସିଲା ଅର୍ଡର, ଶତାୟୁଙ୍କ ଘରେ ପହଞ୍ଚିଲା ପୋଷ୍ଟ ଅଫିସ୍
ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ାରେ ଶତାୟୁ ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ। ଯାହାର ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।…
ଅଧିକ ଖବର ପଢନ୍ତୁ » -
ଦେଶ
‘ମନି ଲଣ୍ଡରିଂର ହବ୍ ପାଲଟିଛି ସଲମାନ୍ ଖାନଙ୍କ ବିଙ୍ଗ୍ ହ୍ୟୁମାନ୍’
ମୁମ୍ୱାଇ: ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ବଡ଼ ବଡ଼ ଚେହେରାଙ୍କ ନାମରେ ଆସୁଛି ଅନେକ ଅଭିଯୋଗ। ୨୦୧୦ର ସୁପରହିଟ୍ ବଲିଉଡ…
ଅଧିକ ଖବର ପଢନ୍ତୁ » -
ରୋଷେଇ
ଘରେ ପରସ୍ତୁତ କରନ୍ତୁ ସାହି ମଟନ୍ କୋର୍ମା
ଆବଶ୍ୟକ ସାମଗ୍ରୀ:ମଟନ୍, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ,…
ଅଧିକ ଖବର ପଢନ୍ତୁ » -
ଦେଶ
ଗାଙ୍ଗୁଲିଙ୍କ ପରିବାରରେ କରୋନା |
ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା ପୂର୍ବତନ କ୍ରିକେଟର ଏବଂ ବେଙ୍ଗଲ କ୍ରିକେଟ୍…
ଅଧିକ ଖବର ପଢନ୍ତୁ »









