-
ଶିକ୍ଷା
ଓୟୁଏଟି ଭିସି ଅଫିସରେ ତାଲା ପକାଇଲେ ଭେଟେନେରୀ ସାଇନ୍ସ ଛାତ୍ରଛାତ୍ରୀ
ସତ୍ୟଶିଖା(ଭୁବନେଶ୍ୱର )୩.୦୯ .୨୦୨୧: ଓୟୁଏଟି ଭିସି ଅଫିସକୁ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ । ପରୀକ୍ଷା ବିଳମ୍ବ କରାଯିବା ଅଭିଯୋଗର ତାତିଲେ ଛାତ୍ରଛାତ୍ରୀ । ଏପରିକି…
ଅଧିକ ଖବର ପଢନ୍ତୁ » -
ଅପରାଧ
ରାଜଧାନୀରୁ ଗଞ୍ଜେଇ ଓ ସିଗାରେଟ୍ ଜବତ
ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧ :ଭୁବନେଶ୍ୱର ସ୍ଥିତ ବାପୁଜୀନଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି । କେଦାରପଲି…
ଅଧିକ ଖବର ପଢନ୍ତୁ » -
ଦେଶ
ଦିଲ୍ଲୀରେ ବ୍ରିଟିଶ ଅମଳର ସୁଡଙ୍ଗ ଠାବ
ସତ୍ୟଶିଖା(ନୂଆଦିଲ୍ଲୀ ) ୩ .୦୯ .୨୦୨୧: ଦିଲ୍ଲୀରେ ବହୁ ପୁରାତନ ଅମଳର ଏକ ସୁଡଙ୍ଗ ଠାବ ହୋଇଛି । ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି ଏହି…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ତାମିଲନାଡ଼ୁ-ୟୁପି-ପଂଜାବ ପାଇଁ ତୃତୀୟ ଲହର ହେବ ଅଧିକ ବିପଦ
ସତ୍ୟଶିଖା(ନୂଆଦିଲ୍ଲୀ ) ୩ .୦୯ .୨୦୨୧: ୬୦ ବର୍ଷରୁ ଅଧିକ ବୟସର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ବହୁତ ଅଧିକ ଥିବାବେଳେ କିଛି ରାଜ୍ୟରେ ଉକ୍ତ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ
ସତ୍ୟଶିଖା(ଭୁବନେଶ୍ୱର )୩.୦୯ .୨୦୨୧: ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗତ ଦୁଇ ଦିନ ହେଲା ଗୃହ ଠିକରେ ଚାଲି ପାରିନଥିବାବେଳେ ଆଜି…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
+୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ
ସତ୍ୟଶିଖା(ଭୁବନେଶ୍ୱର )୩.୦୯ .୨୦୨୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି
ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧ : ସେପ୍ଟେମ୍ବର ୬ରୁ ଉତ୍ତର ସଂଳଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଏନେଇ ଆଞ୍ଚଳିକ…
ଅଧିକ ଖବର ପଢନ୍ତୁ » -
ବିଦେଶ
ହାଇଜମ୍ପରେ ପ୍ରବୀଣଙ୍କୁ ରୌପ୍ୟ
ସତ୍ୟଶିଖା(ଟୋକିଓ: ) ୩ .୦୯ .୨୦୨୧: ଟୋକିଓ ପାରା ଅଲମ୍ପିକରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଥିବା ଦେଖାଯାଉଛି। ଆଜି ଭାରତକୁ ଆଉ ଏକ ପଦକ ମିଳିଛି।…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ପାଇଁ ଉପକାରୀ ଡାଲଚିନି
ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧ : ପ୍ରତେକଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଡାଲଚିନି ମଧ୍ୟ ଉପଲବ୍ଧ ରହିଥାଏ ।…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ରାଜ୍ୟରେ ଆଉ ୮୪୯ କୋଭିଡ ସଂକ୍ରମିତ ଚିହ୍ନଟ
ସତ୍ୟଶିଖା(ଭୁବନେଶ୍ୱର )୩.୦୯ .୨୦୨୧: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୮୪୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୯୫ ଓ ସ୍ଥାନୀୟ…
ଅଧିକ ଖବର ପଢନ୍ତୁ »









