-
ନ୍ୟୁଜ୍
ମମିତାଙ୍କୁ ନ୍ୟାୟ ଦାବିରେ କିନ୍ନର ସଙ୍ଗଠନର ବିକ୍ଷୋଭ
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ରାଜ୍ୟ। ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର। ବରୋଧୀଙ୍କ ପକ୍ଷରୁ ଆନେ୍ଦାଳନ…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
କଳା, ବାଣିଜ୍ୟ, ବିଜ୍ଞାନରେ ଖୋଲିବ ଇଣ୍ଟିଗ୍ରେଡେଟ୍ ବିଏଡ୍
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ୍ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି ।…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ରାଜ୍ୟରେ ୩୬୫ କରୋନା ପଜିଟିଭ ଚିହ୍ନଟ
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୬୫ ଜଣ କରୋନା ପଜିଟିଭ ଚିହ୍ନଟ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ରାଜଧାନୀରେ ବାଇଗଣ ଦର ୧୦୦ ପାର
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ପେଟ୍ରୋଲ ଓ ଡିଜେଲ ନିଦ ହଜାଇଥିବା ବେଳେ ଏବେ କନ୍ଦାଉଛି ପରିବା ଦର । ପରିବା କଣିବା ପାଇଁ ଏବେ ଡ଼ରିଲେଣି ଲୋକ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଶଙ୍ଖ ଧରିଲେ ବିଶ୍ୱରଞ୍ଜନ
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ଶଙ୍ଖ ଧରିଛନ୍ତି ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ବ ମଲ୍ଲିକ।ବିଜେଡି କାର୍ୟ୍ୟାଳୟରେ ବରୀର ବିଶ୍ୱରଞ୍ଜନ ମଲ୍ଲିକ…
ଅଧିକ ଖବର ପଢନ୍ତୁ » -
ଦେଶ
ଆଜି ଜେଲରୁ ମୁକୁଳି ପାରନ୍ତି ଆରୟନ୍ ଖାନ୍
ସତ୍ୟଶିଖା(ନୂଆଦିଲ୍ଲୀ )୨୯.୧୦ .୨୦୨୧: କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୩ ସପ୍ତାହରୁ ଅଧିକ ଦିନ ଧରି ଜେଲ୍ରେ ଥିବା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ଙ୍କ ପୁଅ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ନଭେମ୍ବର ୬ରୁ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ ପ୍ରଦୀପ ମାଝି
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: , ଅକ୍ଟୋବର ୨୯(ଖବର ଓଡ଼ିଶା): ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯର୍୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଭୁବନେଶ୍ୱରରେ ପହଁଚିବ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ଅବସରରେ ଅକ୍ଟୋବର ୨୦ରୁ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟାକାଳ ତିନି ବର୍ଷ ବୃଦ୍ଧି
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: କେନ୍ଦ୍ର ସରକାର ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟାକାଳକୁ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ତିନି ବର୍ଷ ବଢାଇ ଦେଇଛନ୍ତି। ପୁନଃନିଯୁକ୍ତି ଡିସେମ୍ବର…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩୨୫କୁ ବୃଦ୍ଧି
ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩୬୫ ଜଣ…
ଅଧିକ ଖବର ପଢନ୍ତୁ »









