-
ନ୍ୟୁଜ୍
ସରିଲା ସର୍ବଦଳୀୟ ବୈଠକ, ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ
ପଞ୍ଚାୟତ ଭୋଟ୍ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ ୪ଟି ଦାବି ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ରାଜନୈତିକ ଦଳ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବରେ ପୁରସ୍କୃତ ହୋଇଛି ‘ରସଗୋଲା’ । ଏହି ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱରାଜ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଉଚ୍ଛେଦ ହୋଇଯିବ DRDA: ରାଜ୍ୟମାନଙ୍କୁ ଅବଗତ କଲେ କେନ୍ଦ୍ର ସରକାର
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) । ଆସନ୍ତା ୨୦୨୨ ମସିହା ଏପ୍ରିଲ ମାସରୁ ଏହି ବିଭାଗ ହୋଇଯିବ ଅକାମି…
ଅଧିକ ଖବର ପଢନ୍ତୁ » -
ଜୀବନମନ୍ତ୍ର
ଗ୍ୟାସ୍ ସମସ୍ୟାରୁ ତୁରନ୍ତ ଆରାମ ପାଇଁ ଚାହୁଁଛନ୍ତି ? ଆପଣାନ୍ତୁ ଏହି ୬ଟି ସରଳ ଉପାୟ
ସତ୍ୟଶିଖା ( ଭୁବନେଶ୍ୱର )୦୬ /୧୧ /୨୦୨୧: ପେଟରେ ଗ୍ୟାସ୍ ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ପେଟରେ ଗ୍ୟାସ ଅନେକ ଅଙ୍ଗକୁ ପ୍ରଭାବିତ…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
ପ୍ରକାଶ ପାଇଲା B.Ed ମେଧା ତାଲିକା, ଆସନ୍ତା ୮ରୁ ହୋଇପାରେ ନାମଲେଖା
ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍ କଲେଜରେ ବିଏଡ୍ ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା । ଆସନ୍ତା ୮ ତାରିଖରୁ ନାମଲେଖା ଆରମ୍ଭ ହୋଇପାରେ ବୋଲି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଶଙ୍ଖ ଧରିବେ ପ୍ରଦୀପ
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଆଜି ବିଜେଡିରେ ଯୋଗ ଦେବେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ହେବାକୁ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଭୁବନେଶ୍ବର: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଧାର୍ୟ୍ୟ ସମୟସୀମା ମଧ୍ୟରେ ମିଳିଥିବା ଆପତ୍ତି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ
ସତ୍ୟଶିଖା ( କଟକ )୦୬ /୧୧ /୨୦୨୧: ନଭେମ୍ବର ପହିଲାରୁ ପ୍ରତି ସରକାରୀ ବିଭାଗ ପାଇଁ ହାଇକୋର୍ଟରେ ମାମଲାଗୁଡିକର ଇ-ଫାଇଲିଂ ନିୟମ ବାଧ୍ୟତାମୂଳକ କରାଯାଇଛି । ଇ-ଫାଇଲିଂ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
5T ସଚିବଙ୍କ ପୁରୀ ଗସ୍ତ
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ପୁରୀ: ଆଜି ସକାଳୁ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି 5T…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଓଡିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ
ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର ହେବ ସମାଧାନ । ଏଥର ଅଧିକାରୀ, ମନ୍ତ୍ରୀ ନୁହେଁ, ସିଧାସଳଖ ଆଲୋଚନା ଟେବୁଲକୁ ଆସିବେ ଦୁଇ ରାଜ୍ୟର…
ଅଧିକ ଖବର ପଢନ୍ତୁ »









