-
ନ୍ୟୁଜ୍
କୋଟିଆରେ ହେବ ସ୍ଵତନ୍ତ୍ର ଓଡିଶା ଆଦର୍ଶ ବିଦ୍ୟାଳୟ
ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧: କୋରାପୁଟ: ଜିଲ୍ଲାର କୋଟିଆରେ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମ ଜାରି ରହିଛି । କୋଟିଆ ପଞ୍ଚାୟତ ତଥା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗ୍ରାମ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସାତକୋଶିଆ ଅଭୟାରଣ୍ୟ: ୧୫ରୁ ବାଘ ଗଣନା
ସତ୍ୟଶିଖା( ନୟାଗଡ଼:) ୧୪.୧୨.୨୦୨୧: ନୟାଗଡ଼ ସାତକୋଶିଆ ଅଭୟାରଣ୍ୟ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସମସ୍ତ ବନାଞ୍ଚଳରେ ୧୫ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ବାଘ ଗଣନା କାର୍ୟ୍ୟକ୍ରମ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆସିଲା ପ୍ରାଥମିକ ରିପୋର୍ଟ: ଜଓ୍ୱାଦରେ ୧୩୧ ବ୍ଲକ ପ୍ରଭାବିତ
ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଦଳ ଫେରିଯାଇଛନ୍ତି । ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରାଳୟ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଗୁଜୁରାଟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୪୧କୁ ବୃଦ୍ଧି
ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୧୨.୨୦୨୧: ଦେଶରେ କାୟା ବିସ୍ତାର କରିବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଦେଶରେ ଓମିକ୍ରନ୍ରେ ଆକ୍ରାନ୍ତ ହେଉଥିବା ଖବର ମଧ୍ୟ ଆସୁଛି । ସେହିପରି ଆଜି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣଙ୍କୁ ଗଳା କାଟି ହତ୍ୟା
ସତ୍ୟଶିଖା( ମାଲକାନଗିରି) ୧୪.୧୨.୨୦୨୧: ପୁଣି ବଢିବାରେ ଲାଗିଛି ମାଓବଦୀଙ୍କ ଭୟାନକ କାଣ୍ଡ । ଘରୁ ଡାକି ନେଇ ଗାଁ ମୁଣ୍ଡରେ ଜଣେ ଯୁବକଙ୍କୁ କରିଛନ୍ତି ହତ୍ୟା ।…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଗାଈ ଗିଳିଦେଲା ୨୦ ଗ୍ରାମର ସୁନା ଚେନ୍
ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୧୨.୨୦୨୧: ଗାଈ ଗିଳି ଦେଲା ସୁନା ଚେନ । ଆଉ ସୁନା ଚେନକୁ ପାଇବା ପାଇଁ ଚାଲିଲା ଅନେକ ପ୍ରୟାସ । ଏଥିପାଇଁ ୩୫ ଦିନ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କରିନା କପୁରଙ୍କ ଘର ସିଲ
ସତ୍ୟଶିଖା( ମୁମ୍ବାଇ ) ୧୪.୧୨.୨୦୨୧: ବଲିଉଡ ଅଭିନେତ୍ରୀ କରିନା କପୁର କରୋନା ସଂକ୍ରମିତ ଜଣାପଡିବା ପରେ ବିଏମସି ତାଙ୍କ ଘରକୁ ସିଲ କରିଛି । ବିଏମସି ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ବାଲିଗୁଡ଼ା ସବଜେଲରୁ କଏଦୀ ଫେରାର୍
ସତ୍ୟଶିଖା(ବାଲିଗୁଡ଼ା ) ୧୪.୧୨.୨୦୨୧: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ସବଜେଲରୁ କଏଦୀ ଫେରାର୍ ହୋଇଯାଇଥିବାର ଚାଞ୍ଚଲ୍ୟକର ଖବର ମିଳିଛି। ଫେରାର କଏଦୀଙ୍କ ନାମ ଟୁକୁନା ମାଳି ବୋଲି ଜଣାଯାଇଛି।…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୫ କରୋନା ପଜିଟିଭ୍ ଚିହ୍ନଟ
ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
ଅଧିକ ଖବର ପଢନ୍ତୁ »









