-
ଶିକ୍ଷା
ଜାନୁଆରୀ ୧୦ରୁ ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍: SRCଙ୍କ ନିର୍ଦ୍ଦେଶ
ସତ୍ୟଶିଖା (ଭୁବନେଶ୍ୱର)୦୭.୦୧.୨୦୨୨: ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର…
ଅଧିକ ଖବର ପଢନ୍ତୁ » -
ଧର୍ମ
ନାଇଟ କର୍ଫ୍ୟୁ ପାଇଁ ଶ୍ରୀମନ୍ଦିର ରାତି ୮ଟା ୩୦ ଯାଏଁ ରହିବ ଖୋଲା
ସତ୍ୟଶିଖା (ପୁରୀ )୦୭.୦୧.୨୦୨୨: କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଭୂକମ୍ପରେ ଥରିଲା ରାମ ନଗରୀ ଅଯୋଧ୍ୟା
ସତ୍ୟଶିଖା( ଅଯୋଧ୍ୟା ) ୦୭.୦୧.୨୦୨୨ :ରାମନଗରୀ ଅଯୋଧ୍ୟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସିଲଭର ସିଟିରେ ରେଳମନ୍ତ୍ରୀ: ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେସନ୍
ସତ୍ୟଶିଖା( କଟକ) ୦୭.୦୧.୨୦୨୨ : ଆଜି କଟକ ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ସହିତ କଟକ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଓବିସି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ
ସତ୍ୟଶିଖା(ନୂଆଦିଲ୍ଲୀ) ୦୭.୦୧.୨୦୨୨ : ଓବିସି ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଦେଇଛନ୍ତି । ଏନଇଇଟି ପିଜି କାଉନସେଲିଂ ବେଳେ ଓବିସିଙ୍କ ପାଇଁ ପୂର୍ବଭଳି ସଂରକ୍ଷଣ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ଆଜିଠୁ ଭୁବନେଶ୍ୱର ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ
ସତ୍ୟଶିଖା(ଭୁବନେଶ୍ୱର ) ୦୭.୦୧.୨୦୨୨ : ରାଜ୍ୟରେ ୩ ହଜାର ମୁହାଁ ହେଲାଣି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନାର ଏଭଳି ବିସ୍ଫୋଟକ ସ୍ଥିତିରେ ତୃତୀୟ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଘର ମରାମତି ସହାୟତା ଦେବେ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା(ଭୁବନେଶ୍ୱର ) ୦୭.୦୧.୨୦୨୨ : ସରକାର ଦେବେ ଟଙ୍କା । ଲୋକେ କରିବେ ଘର ମରାମତି । ବିଜୁ ପକ୍କା ଘର ପାଇଥିବା ଓ ପାଇନଥିବା ଯୋଗ୍ୟ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜିଠାରୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ
ସତ୍ୟଶିଖା(ଭୁବନେଶ୍ୱର ) ୦୭.୦୧.୨୦୨୨ : କରୋନା କାଳରେ ପୁଣି ଖୋଲିବାକୁ ଯାଉଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ୩ ଦିନ ବନ୍ଦ ପରେ ଆଜିଠାରୁ ପୁଣି ଖୋଲିବ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କ୍ୟାପିଟାଲ୍ ହସ୍ପିଟାଲରେ କରୋନା : ଡାକ୍ତରଙ୍କ ସହ ୨ ଜଣ ପଜିଟିଭ ଚିହ୍ନଟ
ସତ୍ୟଶିଖା(ଭୁବନେଶ୍ୱର ) ୦୭.୦୧.୨୦୨୨ : ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଆଜିଠାରୁ ୫୦% କର୍ମଚାରୀରେ ଚାଲିବ ସମସ୍ତ ଅଫିସ୍, ଗାଇଡଲାଇନରୁ ବାଦ୍ ହେବେ ଜରୁରୀସେବା ପ୍ରଦାନକାରୀ ଦପ୍ତର
ସତ୍ୟଶିଖା(ଭୁବନେଶ୍ୱର ) ୦୭.୦୧.୨୦୨୨ : ରାଜ୍ୟରେ କୋଭିଡ୍ ମାମଲା ବଢ଼ିଚାଲିଥିବା ବେଳେ ଜାରି ହୋଇଥିବା ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହି…
ଅଧିକ ଖବର ପଢନ୍ତୁ »









