ଅପରାଧନ୍ୟୁଜ୍ରାଜ୍ୟ

ଆଇପିଏଲ୍ ବେଟିଂ ବେଳେ ଚଢାଉ : ୮ ଜଣ ଗିରଫ

ସତ୍ୟଶିଖା ( ବ୍ରହ୍ମପୁର )୧୧/୧୦ /୨୦୨୧: ବାରମ୍ବାର ଚଢାଉ ସତ୍ତ୍ବେ ଥମୁନାହିଁ ଆଇପିଏଲ ବେଟିଂ । ବ୍ରହ୍ମପୁରରେ ପୁଣି ଆଇପିଏଲ ବେଟିଂ ଚାଲିଥିବା ବେଳେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । କିଙ୍ଗପିନ୍ ଜଗନ୍ନାଥ ଚୌଧୁରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏହାସହ ୧୧ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ ।

Show More
Back to top button