ସତ୍ୟଶିଖା (ଓ୍ୱାଶିଂଟନ) ୧୭/୧୧/୨୦୨୦ : ବାରାକ ଓବାମା ନିଜ ବାଲ୍ୟାବସ୍ଥାରେ ରାମାୟଣ ଓ ମହାଭାରତ ଶୁଣୁଥିଲେ । ସେ ଇଣ୍ଡୋନେସିଆରେ ଥିବା ସମୟରେ ଅନେକ ବର୍ଷ ଧରି ରାମାୟଣର କାହାଣୀ ଶୁଣୁଥିବା କହିଛନ୍ତି । ଏଥିପାଇଁ ତାଙ୍କ ମନରେ ଭାରତ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଥିବା ସେ କହିଛନ୍ତି ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା ପିଲାଦିନେ ରାମାୟଣ ଓ ମହାଭାରତ ପ୍ରତି ଆଗ୍ରହ ଥିଲା
