ରାଜ୍ୟସ୍ୱାସ୍ଥ୍ୟ

ବ୍ରହ୍ମପୁରରେ ପହଂଚି କୋଭିଡ ସ୍ଥିତିର ସମୀକ୍ଷା କଲେ ପୁଲିସ ମହାନିର୍ଦେଶକ ଅଭୟ

ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୫.୨୦୨୧: ବ୍ରହ୍ମପୁର : ଆଜି ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳର ବରିଷ୍ଠ ପୁସିଲ ଅଧିକାରୀଙ୍କ ସହ ଆଲୋଚନା କରି କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦେଶକ ଅଭୟ ।  ଏହି ଅବସରରେ ଆନ୍ଧ୍ର ଓଡ଼ିଆ ସୀମା ଗିରିସୋଲା ତନଖି ଫଟକ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମରେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଗଂଜାମ ବାସିନ୍ଦା ସମସ୍ତ କରୋନା ନିୟମକୁ ପାଳନ କରୁଥିବାରୁ ସେ ଧନ୍ୟବାଦ  ଜଣାଇଛନ୍ତି।

Show More
Back to top button