ସତ୍ୟଶିଖା (ମୁମ୍ବାଇ) ୧୨.୧୦.୨୦୨୦ : ୟାମୀ ଏବେ ସୁଦ୍ଧା ଅନେକ ଦମଦାର ଫିଲ୍ମରେ କାମ କରି ସାରିଛନ୍ତି । ୟାମୀ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ,କିନ୍ତୁ ଏବେ ସେ ବଡ଼ ପରଦାରେ ମଧ୍ୟ ଉଭା ହୋଇ ସାରିଛନ୍ତି । ୟାମୀ ଗୌତମଙ୍କ ‘ଗିନ୍ନି ୱେଡ୍ସସ୍ ସନ୍ନି’ ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମକୁ ମିଶ୍ରିତ ରିଭ୍ୟୁ ମିଳିଛି । କିନ୍ତୁ ୟାମୀଙ୍କ ପରଫର୍ମାନ୍ସର ମଧ୍ୟ ଖୁବ୍ ତାରିଫ ହେଉଛି ।
ଅଭିନେତ୍ରୀ ୟାମୀ ଗୌତମଙ୍କୁ ପ୍ରଶଂସକଙ୍କ ପ୍ରଶ୍ନଆପଣ ଡ୍ରଗ୍ସ ନେଉଛନ୍ତି କି?
