ସତ୍ୟଶିଖା( ଭୁବନେଶ୍ୱର )୦୧.୦୬. ୨୦୨୨ : ଗା଼ଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ନମ୍ବର ପ୍ଲେଟ୍ ପାଇବା ଲାଗି ଜଣଙ୍କୁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ୍ ମାନୁଫାକ୍ଚରର୍ସ ବା ସିଆମ୍ ୱେବସାଇଟ୍କୁ ଯିବାକୁ ପଡ଼ିବ।
ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଆଜିଠୁ ଆବେଦନ
