ସତ୍ୟଶିଖା (ବାରିପଦା) ୨୮/୧୧/୨୦୨୦ : ପୁଣି ବିବାଦରେ ଫଶିଯାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମହାପ୍ରଭୁଙ୍କ ମୁରୁଜରେ ପାଦ ଥୋଇ ବିବାଦଘେରକୁ ଆସିଛନ୍ତି ଅପରାଜିତା । ଗତକାଲି ନାଗାଜ୍ଜୁନ ବେଶ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲ । ବିଜେପି ସାଂସଦ ଅପରାଜିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ ମୁରୁଜରେ ଅଙ୍କାଯାଇଥିବା ଠାକୁରଙ୍କ ପ୍ରତିମାରେ ଚଢିଯାଇଥିଲେ ।
ମହାପ୍ରଭୁଙ୍କ ମୁରୁଜ ଚିତ୍ର ମାଡ଼ି ବିବାଦରେ ଅପରାଜିତା ଷଡ଼ଙ୍ଗୀ
