ହସକଥା
ସ୍ତ୍ରୀ ଆଖିରେ ଦୁନିଆ | Satyasikha


ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି।
ସ୍ତ୍ରୀ : କେମିତି ?
ଆହୁରି ପଢ଼ନ୍ତୁ
ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି।
ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?
[ad_2]