ସତ୍ୟଶିଖା ୨୨.୦୯.୨୦୨୦ : ଅକ୍ଟୋବର ୩୦ ସୁଦ୍ଧା ସରିବ ୟୁଜି, ପିଜି ଛାତ୍ର ଚାତ୍ରୀଙ୍କ ଆଡମିଶନ ପ୍ରକ୍ରୀୟା । ୨୦୨୦-୨୧ ୟୁଜି ଓ ପିଜି ପାଇଁ ସାମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି । ଏହି ଶିକ୍ଷାବର୍ଷ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍ ପୋଖରିଆଲ ନିଶଙ୍କ । ଯୁଜି ପିଜିରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅକ୍ଟୋବର ୩୧ କୁ ଶେଷ ତାରିଖ ରଖାଯାଇଛି । ନଭେମ୍ବର ୧ ରୁ ପଠପଢା ଆରମ୍ଭ ହେବ ବୋଲି କୁହାଯାଇଛି ।
୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା l
